ନିର୍ମାଣାଧୀନ

ନୂତନ ଭାବରେ ଏକ ଯଥା ସମ୍ଭବ ସରଳ, ନିର୍ଭୁଲ ତଥା ପ୍ରାକୃତିକ ଓଡ଼ିଆ ଭାଷାର ବାଇବଲ୍ ଅନୁବାଦ ପ୍ରସ୍ତୁତ କରାଯାଉଅଛି । ଏହା ବର୍ତ୍ତମାନ ନିର୍ମାଣାଧୀନ ଅବସ୍ଥାରେ ଅଛି । ବର୍ତ୍ତମାନ୍ ସୁଦ୍ଧା ରୁତ ପୁସ୍ତକ ଓ ଯୁନସ ପୁସ୍ତକର ପ୍ରଥମ ଖସଡ଼ା ପ୍ରସ୍ତୁତ ହୋଇଅଛି । ଏହି ଅନୁବାଦ ଏନ୍ ଆଇ ଭି ବାଇବଲ୍, ଏନ୍ ଏଲ୍ ଟି ବାଇବଲ୍, ଏନ୍ ଇ ଟି ବାଇବଲ୍, ଇୟୁ ଡି ବି ବାଇବଲ୍ ଅନୁବାଦ ଓ ମୂଳତଃ ହିବୃ ବାଇବଲ୍ ରୁ ଉପଲବ୍ଧ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କୁ ଆଧାର କରି କରାଯାଇଅଛି ।